Browsing Tag

brown sugar seized

ପିପିଲି ରୁ ଜବତ ହେଲା ୩୭୮ ଗ୍ରାମ ବ୍ରାଉନ ସୁଗାର ଜବତ

ପିପିଲି : ପିପିଲି ରୁ ରାଉଲକେଲା ଲମ୍ବିଛି ଧଳା ଜହରର କାରବାର !  ପିପିଲି ରୁ ଜବତ ହେଲା ୪୦ ଲକ୍ଷ ଟଙ୍କା ର ବ୍ରାଉନ ସୁଗାର ।  ୩ ଅଟକ ସମେତ ଏକ କାର ଜବତ । ବାଲେଶ୍ୱରରୁ ଏହି ବ୍ରାଉନ ସୁଗାର ଆସୁଥିବା ବେଳେ ଅଟକ ଥିବା ୨ ଯୁବକ ରାଉଲକେଲା ଅଂଚଳ ର ବୋଲି ସୂଚନା । ଗୁଇନ୍ଦା ସୂଚନା ଅନୁସାରେ…

୨ କେଜି ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ବର :  ବାଲେଶ୍ବର ସହର ଅରଡ଼ବଜାରରୁ ୨କେଜି ଓଜନର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ ।  ବ୍ରାଉନସୁଗର ବ୍ୟବସାୟ କରୁଥିବା ଅଭିଯୋଗରେ ଅମଜାଦ ଖାଁକୁ ଅବକାରୀ ବିଭାଗ ଗିରଫ କରିଥିବାବେଳେ, ସବିର ଖାଁ ଫେରାର୍‌ ହୋଇଯାଇଛି । ଗତକାଲି ଅମଜାଦ ଓ ସବିର ମଧ୍ୟପ୍ରଦେଶରୁ ଟ୍ରେନ୍‌ ଯୋଗେ…

ରାଜଧାନୀରେ ବ୍ୟାପୁଛି ବ୍ରାଉନ ସୁଗର ରାକେଟ, ଇଂଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କୁ କରୁଥିଲେ ଟାର୍ଗେଟ

ଅୟସ ଜୀବନ ବିତାଇବା ପାଇଁ କରୁଛନ୍ତି ନିଶା କାରବାର । ଅଧିକ ଟଙ୍କା ପାଇଁ ଅପରାଧ କରିବାକୁ ପଛାଉ ନାହାନ୍ତି । ନିଜ ଜୀବନ ସହ ଖେଳି ଇଞ୍ଜିନୟର ଛାତ୍ରଛାତ୍ରୀଙ୍କୁ କରୁଛନ୍ତି ଟାର୍ଗେଟ । ଏତେ ପାଠ ପଢ଼ି ଶେଷକୁ ବନି ଯାଉଛନ୍ତି ଅପରାଧୀ । କେବଳ ଅଧିକ ଟଙ୍କା ରୋଜଗାରର ଲୋଭରେ କରୁଛନ୍ତି ଏମିତି…

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି ବେଧଡକ ଧଳା ଜହର କାରବାର ? ଏଠି ପୋଲିସ ଓ ଅବକାରୀ ବିଭାଗ କଣ ପାଇଁ ପୂରା ଫେଲ? ପଶ୍ଚିମବଙ୍ଗରୁ ଭାୟା ଜଳେଶ୍ବର ଦେଇ ସିଧାସଳଖ ଖୋର୍ଦ୍ଧାରେ ପଶୁଛି ଏହି ମାରାତ୍ମକ…

ବାଗୁରାଇରୁ ୩୭ ଗ୍ରାମ ବ୍ରାଉନ ସୁଗର ଜବତ, ୨ ଗିରଫ

ଭଦ୍ରକ : ଭଦ୍ରକ ବାଗୁରାଇରୁ ବ୍ରାଉନ ସୁଗର ରଖିବା ଅଭିଯୋଗରେ ଅବକାରୀ ପୋଲିସ ୨ ଜଣକୁ ଗିରଫ କରିଛି । ତାଙ୍କ ନିକଟରୁ ବ୍ରାଉନ ସୁଗର ଜବତ କରିଛି ପୋଲିସ । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ  ବିଭାଗର ସ୍ୱତନ୍ତ୍ର ଟିମ ପେଟ୍ରୋଲିଂ ଜାରି…

ବ୍ରାଉନସୁଗର ସହ ଗୋଟିଏ ବାଇକ ଜବତ, ଅଭିଯୁକ୍ତ ଗିରଫ

ଅନୁଗୋଳ : ଅନୁଗୋଳ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା | ଅନୁଗୋଳ ଥାନା କୁକୁଡାଙ୍ଗ ପାର୍କ ନିକଟରୁ ୬୦ ଗ୍ରାମ ବ୍ରାଉନସୁଗର ସହ ଗୋଟିଏ ବାଇକ ଜବତ କରିଛି ପୋଲିସ | ଏହି ମାମଲାରେ ଜଣକୁ ଗିରଫ କରିଛି ପୋଲିସ | ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୬,୩୦,୦୦୦ ଟଙ୍କା ହେବ ବୋଲି ଜଣାପଡିଛି |…

କେନ୍ଦୁଝରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୧ କେଜି ୮୦ ଗ୍ରାମ ଡ୍ରଗ୍ସ ସହ ଜଣେ ଗିରଫ

କେନ୍ଦୁଝର (କେନ୍ୟୁଜ): ନୂଆବର୍ଷ ଓ ବଡ଼ଦିନ ପୂର୍ବରୁ ନିଶା ମାଫିଆଙ୍କ ବିରୋଧରେ ଆକ୍ସନ। ସ୍ପେଶାଲ ଟାସ୍କଫୋର୍ସ ଜାଲରେ ବ୍ରାଉନସୁଗର ମାଫିଆ। ଡିଲ୍ ବେଳେ ମାଡି ବସିଲା ଏସଟିଏଫ୍ । କେନ୍ଦୁଝର ଜିଲ୍ଲା ଯୋଡ଼ିଆ ଘାଟି NH କଡରୁ ୧ କେଜି ୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଅଭିଯୁକ୍ତ…

ଭୁବନେଶ୍ୱର ସିଆରପିଏଫ ଫ୍ଲାଏ ଓଭର ନିକଟରୁ ୬୬୦ ଗ୍ରାମ ବ୍ରାଉନସୁଗର ଜବତ, ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ସିଆରପିଏଫ ଫ୍ଲାଏ ଓଭର ନିକଟରୁ ୬୬୦ ଗ୍ରାମ ବ୍ରାଉନସୁଗର ଜବତ । ଦୁଇ ଅଭିଯୁକ୍ତ ଗିରଫ । ଏକ ପିକଅପ ବୋଲେରୋରେ ଅଭିଯୁକ୍ତ ଆଜମେର ଖାଁ ଓ ଶେଖ ସାଦିରୁଦ୍ଦିନ ବ୍ରାଉନସୁଗର ଚାଲାଣ କରୁଥିଲେ । ମୁଖ୍ୟତଃ ଏମାନେ ମାଛ ବେପାର ଜରିଆରେ ପାଉଡର ଡିଲ କରୁଥିଲେ ।…

କଟକରୁ ପୁଣି ଜବତ ହେଲା ଧଳା ଜହର, ଦୁଇ ଅଭିଯୁକ୍ତ ଗିରଫ

କଟକରୁ ପୁଣି ଜବତ ହେଲା ଧଳା ଜହର। ୧୮ ଗ୍ରାମ ବ୍ରାଉନ ସୁଗାର ଜବତ କଲା ଜଗତପୁର ଥାନା ପୋଲିସ। ଦୁଇ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତ ହେଲେ ଲୋକନାଥ ରାଉଳ ଓ ଗୌତମ ରଣସିଂ । ଜଗତପୂର ଟ୍ରକ୍ ଟର୍ମିନାଲ ଭିତରେ ଚାଲିଥିଲା କାରବାର। ବିଶେଷ ସୂତ୍ରରୁ ଖବର ପାଇ ମାଡି ବସିଲା ପୁଲିସ। ଏ ସମ୍ପର୍କରେ…

ବ୍ରାଉନସୁଗାର ଜବତ, ୨ ଗିରଫ

ଭଦ୍ରକ : ଭଦ୍ରକ ଅବକାରୀ ବିଭାଗ ର ସ୍‌ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ବନ୍ତଛକ ନିକଟରେ ଗୋଟିଏ ହିରୋହୋଣ୍ଡା ପେସନପ୍ଲସ ମୋଟର ସାଇକେଲ ରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି l ସେମାନେ ହେଲେ ଆନନ୍ଦପୁର…

ରାଜଧାନୀରୁ ୧ କୋଟିର ବ୍ରାଉନ୍‌ସୁଗାର ଜବତ, ସରକାରୀ କ୍ୱାର୍ଟରରେ ଥିଲା ଧଳାଜହର

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ୟୁନିଟ -୮ ଅଞ୍ଚଳରୁ ବ୍ରାଉନସୁଗର ବେପାରୀ ଗିରଫ । ଚିତ୍ତରଞ୍ଜନ ସାହୁକୁ ଗିରଫ କଲା ଏସ୍‌ଟିଏଫ୍‌। ତା ନିକଟରୁ ୧ କେଜି ୧୦୭ ଗ୍ରାମ ବ୍ରାଉନସୁଗର ସହ ଗୋଟିଏ ମୋଟରସାଇକେଲ ଜବତ ହୋଇଛି। କମିସନରେଟ ପୋଲିସ ସହାୟତାରେ ବ୍ରାଉନସୁଗର ବେପାରୀକୁ ଗିରଫ କରାଯାଇଛି ।…

ବ୍ରହ୍ମଗିରିରେ ଅବକାରୀ ବିଭାଗର ଚଢ଼ାଉ: ୮୫ ଗ୍ରାମ ଧଳା ଜହର ଜବତ, ଜଣେ ଗିରଫ

ବ୍ରହ୍ମଗିରି(କେନ୍ୟୁଜ୍):  ପୁରୀ ବ୍ରହ୍ମଗିରିରୁ ଧଳା ଜହର ଜବତ। ଜଣକୁ ଗିରଫ କରିଛି ଅବକାରୀ ବିଭାଗ। ପୁରୀ ଅବକାରୀ ଅଧିକ୍ଷକ  ଜଗଦୀଶ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ନିରୀକ୍ଷିକା ସଦର ରେଞ୍ଜ ମାନସୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ସାତପଡ଼ା ଅବକାରୀ ଥାନା ଅଧିକାରୀ ବିନୋଦ…