ଦଶହରା ପୂର୍ବରୁ ଏସ୍‌ଟିଏଫ୍‌କୁ ସଫଳତା, ରାଜଧାନୀରୁ ଜବତ ୧ କେଜି ୧୫୦ ଗ୍ରାମର ବ୍ରାଉନସୁଗାର

ଭୁବନେଶ୍ବର (କେନ୍ୟୁଜ): ଖୋର୍ଦ୍ଧା ଟାଉନ ପୋଲିସ ଥାନା ଅଧୀନ ହଳଦୀପଡିଆ ବସ୍ତିରୁ ୧ କେଜି ୧୫୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଟିମ୍। ଏଥିସହ ବ୍ରାଉନସୁଗାର ବେପାରୀ ସିଦ୍ଧାର୍ଥ ନାୟକଙ୍କୁ ଏସଟିଏଫ ଗିରଫ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୧ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ହେବ । କ୍ରାଇମବ୍ରାଞ୍ଚ ଡିଆଇଜି ଜୟ ନାରାୟଣ ପଙ୍କଜ ଏନେଇ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.