କଟକରୁ ପୁଣି ଜବତ ହେଲା ଧଳା ଜହର, ଦୁଇ ଅଭିଯୁକ୍ତ ଗିରଫ

କଟକରୁ ପୁଣି ଜବତ ହେଲା ଧଳା ଜହର। ୧୮ ଗ୍ରାମ ବ୍ରାଉନ ସୁଗାର ଜବତ କଲା ଜଗତପୁର ଥାନା ପୋଲିସ। ଦୁଇ ଅଭିଯୁକ୍ତ ଗିରଫ।

କଟକରୁ ପୁଣି ଜବତ ହେଲା ଧଳା ଜହର। ୧୮ ଗ୍ରାମ ବ୍ରାଉନ ସୁଗାର ଜବତ କଲା ଜଗତପୁର ଥାନା ପୋଲିସ। ଦୁଇ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତ ହେଲେ ଲୋକନାଥ ରାଉଳ ଓ
ଗୌତମ ରଣସିଂ । ଜଗତପୂର ଟ୍ରକ୍ ଟର୍ମିନାଲ ଭିତରେ ଚାଲିଥିଲା କାରବାର। ବିଶେଷ ସୂତ୍ରରୁ ଖବର ପାଇ ମାଡି ବସିଲା ପୁଲିସ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.