Below header

ଯୁବକଙ୍କୁ ନିର୍ମମ ହତ୍ୟା ! ପୂର୍ବ ଶତ୍ରୁତା ସନ୍ଦେହ

ଯୁବକଙ୍କୁ ନିର୍ମମ ହତ୍ୟା! । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ। ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ ଧନନ୍ତର ପଞ୍ଚାୟତ ଲାଞ୍ଜିଆପଲ୍ଲୀ ଗାଁର ଘଟଣା। ମୃତକ ସେହି ଗାଁର ମଙ୍ଗୁଳୁ ଭୂୟାଁ । ଆଜି ସକାଳୁ କିଛି ଯୁବକ ତାଙ୍କୁ ଘର ଡାକି ନେଇ ହତ୍ୟା କରିଛନ୍ତି ।

ଗଞ୍ଜାମ (କେନ୍ୟୁଜ): ଯୁବକଙ୍କୁ ନିର୍ମମ ହତ୍ୟା! । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ। ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ ଧନନ୍ତର ପଞ୍ଚାୟତ ଲାଞ୍ଜିଆପଲ୍ଲୀ ଗାଁର ଘଟଣା। ମୃତକ ସେହି ଗାଁର ମଙ୍ଗୁଳୁ ଭୂୟାଁ । ଆଜି ସକାଳୁ କିଛି ଯୁବକ ତାଙ୍କୁ ଘର ଡାକି ନେଇ ହତ୍ୟା କରିଛନ୍ତି । ଘଟଣା ସ୍ଥଳରୁ ଗୋଟିଏ ବାଇକ ଓ ଛୁରୀ ଜବତ ହୋଇଛି । ଘଟଣାର ତଦନ୍ତ କରୁଛି ଶେରଗଡ଼ ଥାନା ପୋଲିସ୍ । ପୂର୍ବ ଶତ୍ରୁତାରୁ ମଙ୍ଗୁଳୁଙ୍କୁ ହତ୍ୟାକରାଯାଇଥିବା ପୋଲିସ୍ ସନ୍ଦେହ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.