Below header

ରାଜଧାନୀ ଉପକଣ୍ଠ ଆଇଗିଣିଆରେ ଜଳିଗଲା ବସ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗୋଟିଏ ପୁରୁଣା ବସ୍‌ ଅନେକ ଦିନ ହେବ ରାସ୍ତା ମଝି ଡିଭାଇଡର୍‌ ଉପରେ ପଡ଼ି ରହିଥିଲା । ଅଚାନକ ଆଜି ଏଥିରେ ନିଆଁ ଲାଗି ଜଳି ଯାଇଛି । ତେବେ କୌଣସି ବ୍ୟକ୍ତି ସିଗାରେଟ କିମ୍ବା ଅନ୍ୟ କେଉଁ ବାଟରେ ଏହାକୁ ନିଆଁ ଲଗାଇଥିବା କୁହାଯାଉଛି। ନିଅଆଁ ଲାଗିବା ଦ୍ବାରା  ସ୍ଥାନୀୟ ଲୋକମାନେ  ମାନେ ଭୟରେ ସେ ସ୍ଥାନ ଛାଡି ଏଣେତେଣେ ଦୌଡ଼ି ପଳାଇ ଯାଇଥିଲେ। ଏପର୍ଯ୍ଯନ୍ତ ଘଟଣା ପଛର ସତ୍ଯତା ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.