Below header

ବସଯାତ୍ରୀଙ୍କ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର କମିବ ବସ ଭଡା

ଭୁବନେଶ୍ୱର(କେ ନ୍ୟୁଜ): ବସଯାତ୍ରୀ ମାନଙ୍କ ପାଇଁ ମଧ୍ୟ ଖୁସି ଖବର । ଖୁବ୍ ଶୀଘ୍ର କମିବ ବସ ଭଡା । କିଲୋ ମିଟର ପିଛା ୭ ପଇସା କମି ପାରେ ବୋଲି କହିଛନ୍ତି ଭୁବନେଶ୍ବର ବସ ମାଲିକ ସଂଘର ସାଧାରଣ ସମ୍ପାଦକ ବରୋଦା ଆଚାର୍ଯ୍ୟ । ଡିଜେଲ ଲିଟର ପ୍ରତି ୭ ଟଙ୍କା ହ୍ରାସ ପାଇବା ପରେ ଉପକୃତ ହେବେ ଯାତ୍ରୀ । ତେବେ ବସ ମାଲିକ ବହୁ ଉଚ୍ଚ ଦରରେ ଡିଜେଲ ପକାଉଥିବା ବେଳେ ଏବେ ଆସ୍ବସ୍ତି ପାଇଵାର ଅଛି । ଆସନ୍ତା ଦୁଇ ଦିନ ଭିତରେ ଲାଗୁ ହେବ ନୂଆ ଦର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.