ଆଜି ଭୁବନେଶ୍ୱରରେ ଆକ୍ରାନ୍ତ ଓ ସୁସ୍ଥଙ୍କ ମଧ୍ୟରେ ମାତ୍ର ୧୦୦ ଫରକ

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱରରେ ୧୦୪୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂଖ୍ୟା ୬୮ ହଜାର ୯୯୭କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ରାଜଧାନୀରୁ ୩୧୪ ଜଣଙ୍କ ଜୀବନ ଯାଇଥିବା ବେଳେ ୧୨ ହଜାର ୮୫୨ଟି ଆକ୍ଟିଭ କେଶ ରହିଛି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ଭିତରେ ୯୪୧ ଜଣ ସୁସ୍ଥ ହୋଇଥିବା ବେଳେ ୬୮ ହଜାର ୯୯୭ ରେ ପହଞ୍ଚିଛି ଏହି ସଂଖ୍ୟା । ଆଜି କ୍ଵାରେଣ୍ଟାଇନରୁ ୧୫୧ ଜଣ ଥିବା ବେଳେ ଲୋକାଲ କଣ୍ଟକଟରୁ ୧୫୧ ଜଣ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.