Below header

କ୍ୟାପିଟାଲ ଥାନା ପୋଲିସ୍ ପଞ୍ଝାରେ ସ୍ପିଡ ବାଇକ ଲୁଟେରା ଗ୍ୟାଙ୍ଗ

କ୍ୟାପିଟାଲ ଥାନା ପୋଲିସ ପଞ୍ଝାରେ ସ୍ପିଡ ବାଇକ ଲୁଟେରା ଗ୍ୟାଙ୍ଗ । ୨ ଜଣ ଭ୍ୟାନିଟ ବ୍ୟାଗ ଲୁଟେରା ଗିରଫ । ସେମାନେ ହେଲେ ଚନ୍ଦନ ନାୟକ ଓ ଦିଲୀପ ନାୟକ । ଅଭିଯୁକ୍ତଙ୍କ ନିକଟରୁ ଭ୍ୟାନିଟ ବ୍ୟାଗ, ମୋବାଇଲ, ସ୍ପିଡ ବାଇକ ଜବତ କରିଛି ପୋଲିସ । ଟାର୍ଗେଟରେ ଥିଲେ ରାସ୍ତାରେ ଯାଉଥିବା ଏକାକୀ ମହିଳା ।

ଭୁବନେଶ୍ୱର (କେନ୍ୟୁଜ) : କ୍ୟାପିଟାଲ ଥାନା ପୋଲିସ ପଞ୍ଝାରେ ସ୍ପିଡ ବାଇକ ଲୁଟେରା ଗ୍ୟାଙ୍ଗ । ୨ ଜଣ ଭ୍ୟାନିଟ ବ୍ୟାଗ ଲୁଟେରା ଗିରଫ । ସେମାନେ ହେଲେ ଚନ୍ଦନ ନାୟକ ଓ ଦିଲୀପ ନାୟକ । ଅଭିଯୁକ୍ତଙ୍କ ନିକଟରୁ ଭ୍ୟାନିଟ ବ୍ୟାଗ, ମୋବାଇଲ, ସ୍ପିଡ ବାଇକ ଜବତ କରିଛି ପୋଲିସ । ଟାର୍ଗେଟରେ ଥିଲେ ରାସ୍ତାରେ ଯାଉଥିବା ଏକାକୀ ମହିଳା ।

ଏହି ୨ ଲୁଟେରା ଙ୍କ ନାଁରେ ଏକାଧିକ ମାମଲା ରହିଥିବା ତଦନ୍ତ ରୁ ଜାଣିବାକୁ ପାଇଛି ପୋଲିସ । ଚନ୍ଦନ ନାୟକ ନାମରେ ୭ଟି ମାମଲା ଓ ଦିଲୀପ ନାୟକ ନାଁରେ ୧୧ଟି ମାମଲା ରହିଛି । ବିଶେଷ କରି ଏମାନେ ବାଇକ ରେ ଯାଉଥିବା ମହିଳାଙ୍କୁ ଟାର୍ଗେଟ କରୁଥିଲେ । ଗୋଟିଏ ଦିନରେ ରାଜଧାନୀରେ ୪ଟି ଲୁଟ କରିଥିଲେ । ଏହି ଗ୍ୟାଙ୍ଗ ରେ ଆଉ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ତାଙ୍କୁ ଧରିବା ପାଇଁ ଚାଲିଛି ଚଢ଼ାଉ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.