Below header

ଚଳନ୍ତା ଗାଡିରେ ଲାଗିଲା ନିଆଁ , ଜଳିଗଲା ହ୍ୟୁଣ୍ଡାଇ ଭର୍ଣ୍ଣା

ଭୁବନେଶ୍ବର : ଚଳନ୍ତା ଗାଡିରେ ଲାଗିଲା ନିଆଁ । ଭୁବନେଶ୍ବର ଜନତା ମୈଦାନ ନିକଟରେ ଘଟିଛି ଏହି ଦୁର୍ଘଟଣା । ଚାଲୁଥିବା ସମୟରେ ହଠାତ୍ ହ୍ୟୁଣ୍ଡାଇ ଭର୍ଣ୍ଣାରେ ଲାଗିଗଲା ନିଆଁ । ତେବେ ଗାଡି ମାଲିକ ସୁରକ୍ଷିତ ଥିବା ଜଣାପଡିଛି । ସଂଧ୍ୟା ପ୍ରାୟ ୭.୧୫ ସମୟରେ ଏହି ଦୁର୍ଘଟଣା ହୋଇଥିବା ଜଣା ପଡିଛି । ତେବେ ଘଟଣା ନେଇ ସୂଚନା ଦେବାର ପ୍ରାୟ ଅଧ ଘଂଟା ପରେ ଅଗ୍ନିଶମ ବିଭାଗ ପହଂଚିଥିଲା । ଯାହା ଫଳରେ ଗାଡିଟି ସମ୍ପୂର୍ଣ୍ଣ ପୋଡିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.