ଭାରସାମ୍ୟ ହରାଇ ପଳାଶପଲ୍ଲୀ ଓଭରବ୍ରିଜ୍ରୁ ଖସିଲା କାର୍, ଚାଳକଙ୍କୁ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଭରବ୍ରିଜ୍ରୁ ଖସିଲା କାର୍ । ଗତକାଲି ବିଳମ୍ବିତ ରାତିରେ ପଳାଶପଲ୍ଲୀ ଓଭରବ୍ରିଜ୍ରୁ କାର୍ ଖସିିଥିଲା ।
ଆହତ କାର୍ ଚାଳକଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରୁଛି ।