ରାଜଧାନୀ ରାଜରାସ୍ତାରେ ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧକ୍ଷା, ଶୀତୁଆ ରାତିରେ ବିଭିନ୍ନ ସ୍ଥାନ ବୁଲି କିଭଳି ଅବସ୍ଥାରେ ଶିଶୁମାନେ ଶୋଇଛନ୍ତି କଲେ ତଦାରଖ

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧକ୍ଷା ସଂନ୍ଧ୍ୟାବତୀ ପ୍ରଧାନା ଶୀତୁଆ ରାତିରେ ରାଜଧାନୀର ବିଭିନ୍ନ ସ୍ଥାନ ବୁଲି ରାସ୍ତାକଡରେ କିଭଳି ଅବସ୍ଥାରେ ଶିଶୁମାନେ ଶୋଇଛନ୍ତି ତାହାର ତଦାରଖ କରିଛନ୍ତି ।

ରାତିରେ ଖୋଲା ଆକାଶ ତଳେ କୌଣସି ଶିଶୁ ଶୋଇବେ ନାହିଁ ବୋଲି ଶିଶୁ ଅଧିକାର ଆୟୋଗ ପକ୍ଷରୁ ଆଡ଼ଭାଇଜାରୀ ଜରି ହୋଇଛି । ରାସ୍ତା କଡରେ ଶୋଉଥିବା ଶିଶୁ ଓ ତାର ପରିବାର କିଭଳି ରାତ୍ରି ଆଶ୍ରୟସ୍ଥଳୀରେ ଆଶ୍ରୟ ନେବେ ତା ଉପରେ ଗୁରୁତ୍ୱ ଦେବାସହ ରାତ୍ରି ଆଶ୍ରୟ ସ୍ଥଳୀ ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ ବିଏମସିକୁ ଅବଗତ କରାଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.