Below header

ପାଟ୍ରୋଲିଂ କରୁଥିବା ସମୟରେ ୨୯ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ୍

କଣ୍ଟାବାଞ୍ଜି: ୨୯ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ। ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବାବେଳେ ଉଦ୍ଧାର କରାଯାଇଥିଲା। ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରାଯାଇଥିଲା।

ଛତ୍ରଙ୍ଗ ଗାଁରୁ ୩ଟି ବୋଲେରୋ ଓ ୨ଟି ଅଟୋରେ ୨୯ଜଣ ଦାଦନ ଉଦ୍ଧାର ହୋଇଥିଲେ। ଉଦ୍ଧାରଙ୍କ ମଧ୍ୟରେ ୧୮ପୁରୁଷ ଓ ୧୧ମହିଳା ଓ ୮ଜଣ ଶିଶୁ ଅଛନ୍ତି। ଶ୍ରମିକମାନେ ବଙ୍ଗୋମୁଣ୍ଡା ଥାନା ଛତ୍ରଙ୍ଗ ଗାଁର ବୋଲି ଜଣାପଡିଛି। ଏମାନେ କଣ୍ଟାବାଞ୍ଜିରୁ ହାଇଦ୍ରାବାଦ ଏକ ଇଟାଭାଟିରେ କାମ କରିବାକୁ ଯାଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.