Below header
Browsing Tag

labour rescue

ପାଟ୍ରୋଲିଂ କରୁଥିବା ସମୟରେ ୨୯ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ୍

କଣ୍ଟାବାଞ୍ଜି: ୨୯ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ। ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବାବେଳେ ଉଦ୍ଧାର କରାଯାଇଥିଲା। ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରାଯାଇଥିଲା। ଛତ୍ରଙ୍ଗ ଗାଁରୁ ୩ଟି ବୋଲେରୋ ଓ ୨ଟି ଅଟୋରେ ୨୯ଜଣ ଦାଦନ…

ବଲାଙ୍ଗିର: ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବାବେଳେ ଉଦ୍ଧାର ହେଲେ ୨୦ ଦାଦନ ଶ୍ରମିକ

ବଲାଙ୍ଗିର: ୨୦ ଦାଦନ ଶ୍ରମିକ ଉଦ୍ଧାର । ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗିର ସିନ୍ଧେକେଲା ପୋଲିସ । କୌଣସି ସୂତ୍ରରୁ ଖବର ପାଇ ବଗବାହାଲ ଛକରୁ ପୋଲିସ ଶ୍ରମିକଙ୍କୁ ଉଦ୍ଧାର କରିଛି । ଶ୍ରମିକଙ୍କ ମଧ୍ୟରେ ୬ ମହିଳା, ୯ ପୁରୁଷ ଓ ୫ ଶିଶୁ…

ଆନ୍ଧ୍ର ପ୍ରଦେଶ ଓ କେରଳକୁ ଦାଦନ ଖଟିବାକୁ ଯାଉଥିବା ୨୭ ଜଣ ଦାଦନ ଶ୍ରମିକ ରାୟଗଡ଼ା ରେଳଷ୍ଟେସନରୁ ଉଦ୍ଧାର

ରାୟଗଡ଼ା (କେନ୍ୟୁଜ୍) : ରେଳଷ୍ଟେସନରୁ ୨୭ ଜଣ ଦାଦନ ଶ୍ରମିକ ଉଦ୍ଧାର। ସେମାନଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ୨ ନାବାଳିକାଙ୍କ ସମତେ ୨୫ଜଣ ମହିଳା ରହିଛନ୍ତି। ଏହି ଘଟଣାରେ ୫ଜଣ ଦଲାଲଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି। ଗତକାଲି ସଂଧ୍ୟାରେ ତିରୁପତି-ବିଳାସପୁର ଟ୍ରେନରେ ଦାଦନମାନେ ଆନ୍ଧ୍ର…

ଚାଲୁ ରହିଛି ମେଘାଳୟରେ ଉଦ୍ଧାର କାର୍ଯ୍ୟ : ୨୦ ଜଣିଆ ଟିମ ନିୟୋଜିତ

ମେଘାଳୟ ଇଷ୍ଟ ଜୟନ୍ତିଆ ହିଲ୍ସ କୋଇଲା ଖଣି ଉଦ୍ଧାର କାର‌୍ୟ୍ୟରେ ଓଡ଼ିଶାର ଅଗ୍ନିଶମ ବିଭାଗର ୨୦ ଜଣିଆ ଟିମ ନିୟୋଜିତ ହୋଇଛି । ୧୦ଟି ପମ୍ପସେଟ୍ ଘଟଣାସ୍ଥଳକୁ ଯାଇଥିବାବେଳେ ୬ଟି ପମ୍ପସେଟ୍ ପାଣି ନିଷ୍କାସନ କରାଯାଉଛି । ଏହି ଟିମ୍ ପମ୍ପସେଟ ମାଧ୍ୟମରେ ଖଣିରୁ ଜଳ ନିଷ୍କାସନ କରୁଛନ୍ତି ।…

ବେଆଇନ୍ ଚାଲାଣ ବେଳେ ୧୨ ଜଣ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜୀ(କେନ୍ୟୁଜ୍) : ରାଜ୍ୟ ବାହାରକୁ ବେଆଇନ ଭାବେ ଚାଲାଣ ହେବାକୁ ଥିବା ୧୨ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ତୁରେକେଲା ପୋଲିସ । ଦାଦନ ସର୍ଦ୍ଦାର ଏମାନଙ୍କୁ ମୁଣ୍ଡ ପିଛା ୩୦ହଜାର ଟଙ୍କା ଆଗୁଆ ଦେଇ ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା କରୁଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ…