ଚାନ୍ଦିପୁରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାସ୍, ପ୍ରତିଶୋଧ ପାଇଁ ଯୋଜନା କରିଥିଲା ପୁରୁଷବନ୍ଧୁ

ଦୁଷ୍କର୍ମ ବେଳର ଆପତ୍ତିଜନକ ଭିଡିଓ ଉତ୍ତୋଳନ କରିଥିଲେ ଅନ୍ୟ ସାଙ୍ଗମାନେ । ଦୁଷ୍କର୍ମ ପରେ ନାବାଳିକା ବିଷ ପିଇ ଦେଇଥିଲେ । ଘଟଣାର ତଦନ୍ତ କରି ନାବାଳିକା ପୁରୁଷ ବନ୍ଧୁ ସହ ଗଣଦୁଷ୍କର୍ମ ରେ ସାମିଲ ଦୁଇ ସାଙ୍ଗ କୁ ଗିରଫ କରିଛି ପୁଲିସ ।

ବାଲେଶ୍ବର(କେନ୍ୟୁଜ୍):  ବାଲେଶ୍ବର ଜିଲ୍ଲା ଚାନ୍ଦିପୁରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାସ୍ । ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲା ପୁରୁଷବନ୍ଧୁ । ନାବାଳିକାକୁ ଚାନ୍ଦିପୁର ବୁଲାଇ ନେବାକୁ କହି ପୁରୁଷ ବନ୍ଧୁ ହୋଟେଲକୁ ଆଣିଥିଲେ । ପୂର୍ବ ଯୋଜନା ଅନୁସାରେ ଅନ୍ୟ ଦୁଇବନ୍ଧୁଙ୍କ ସହ ମିଶି ଦୁଷ୍କର୍ମ କରିଥିଲେ।

ଦୁଷ୍କର୍ମ ବେଳର ଆପତ୍ତିଜନକ ଭିଡିଓ ଉତ୍ତୋଳନ କରିଥିଲେ ଅନ୍ୟ ସାଙ୍ଗମାନେ । ଦୁଷ୍କର୍ମ ପରେ ନାବାଳିକା ବିଷ ପିଇ ଦେଇଥିଲେ । ଘଟଣାର ତଦନ୍ତ କରି ନାବାଳିକା ପୁରୁଷ ବନ୍ଧୁ ସହ ଗଣଦୁଷ୍କର୍ମ ରେ ସାମିଲ ଦୁଇ ସାଙ୍ଗ କୁ ଗିରଫ କରିଛି ପୁଲିସ । ଦୁଷ୍କର୍ମ ହୋଇଥିବା ହୋଟେଲ ମ୍ୟାନେଜରଙ୍କୁ ଅଟକ ରଖିଛି ପୁଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.