ଭୁବନେଶ୍ୱର ଏମ୍‌ସରେ ଉତ୍ସାହର ସହ ପାଳିତ ହେଲା ଚନ୍ଦ୍ରଯାନ ମହୋତ୍ସବ

ଭୁବନେଶ୍ୱର ଏମ୍‌ସରେ ଚନ୍ଦ୍ରାଯାନ ମହୋତ୍ସବ । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଏମ୍‌ସର ପ୍ରତ୍ୟେକ ବିଭାଗ କର୍ମଚାରୀ ଏବଂ ଅଧିକାରୀମାନେ ଏହି ମହୋତ୍ସବରେ ସାମିଲ ହୋଇଥିଲେ ।

ଭୁବନେଶ୍ୱର (କେନ୍ୟୁଜ୍‌) : ଭୁବନେଶ୍ୱର ଏମ୍‌ସରେ ଚନ୍ଦ୍ରଯାନ ମହୋତ୍ସବ । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଏମ୍‌ସର ପ୍ରତ୍ୟେକ ବିଭାଗ କର୍ମଚାରୀ ଏବଂ ଅଧିକାରୀମାନେ ଏହି ମହୋତ୍ସବରେ ସାମିଲ ହୋଇଥିଲେ । ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦବୋଧନ ସହିତ ମହୋତ୍ସବକୁ ବେଶ୍‌ ଉତ୍ସାହର ସମସ୍ତେ ପାଳନ କରିଥିଲେ ।

ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ଅବତରଣ କରିବା ସହ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଆଶନୁରୂପ ସଫଳତା ଲାଭ କରିଛନ୍ତି । ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର କଥା ଥିଲା । ତେଣୁ ଏହାକୁ ସମସ୍ତେ ଉତ୍ସବ ରୂପେ ପାଳନ କରିବା ଉଚିତ ବୋଲି ଆଲୋଚନା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.