ଭୁବନେଶ୍ୱର ଏମ୍ସ ହସ୍ପିଟାଲର କର୍ମଚାରୀଙ୍କୁ ଗୁଳି କରି ହତ୍ୟା ମାମଲା, ତିନି ଜଣ ଅଟକ
ଭୁବନେଶ୍ୱର : ଆଜି ଭୁବନେଶ୍ୱର ଏମ୍ସ ହସ୍ପିଟାଲର ଜଣେ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ କମିଶନରେଟ୍ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି । ଆଜି ଏକ ପ୍ରେସ୍ ମିଟ୍ରେ ପୋଲିସ କମିଶନର ଏସ୍ ଦେବ ଦତ୍ତ ସିଂହ ମାମଲାର ତଦନ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ…