ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଠାରେ BMC ପକ୍ଷରୁ ସଫେଇ, ଆଗାମୀ ମୌସୁମୀ ପୂର୍ବରୁ ସଜଡାଯିବ ସବୁ ଡ୍ରେନେଜ୍‌ ସିଷ୍ଟମ: ମେୟର

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଠାରେ BMC ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରାଯାଇଛି । ଭୁବନେଶ୍ୱରର କୋଣ ଅନୁକୋଣ, ବସ୍ତି ଅଞ୍ଚଳ ସବୁଠି ବିଏମସିର ସଫେଇ ଅଭିଯାନ ଚାଲିଛି । ଆସନ୍ତା ମାସେ ପର୍ଯ୍ୟନ୍ତ ସଫେଇ ଅଭିଯାନ ଚାଲିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଆଗାମୀ ମୌସୁମୀ ପୂର୍ବରୁ ସବୁ ଡ୍ରେନେଜ୍‌ ସିଷ୍ଟମ ସଜଡାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଏମସି କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.