ଖବର ପ୍ରସାରଣ ପରେ ତତ୍କାଳ ଆକ୍ସନକୁ ଆସିଲା BMC, ଏଣିକି ଆଉ ଜନପଥରୁ ଉଠାଯିବ ନାହିଁ ଗାଡ଼ି
ଭୁବନେଶ୍ୱର : ଖବର ପ୍ରସାରଣର ବଡ଼ ପ୍ରଭାବ । ରାଜଧାନୀରେ ଜନପଥ ପାର୍କିଂ ବିବାଦ ପରେ ଚେତିଲା BMC । ଏଣିକି ଆଉ ଗାଡ଼ି ଉଠାଯିବ ନାହିଁ ବୋଲି କହିଛନ୍ତି ମେୟର । ରାଜଧାନୀରେ ବିଏମସିର ମନମୁଖୀ କାର୍ଯ୍ୟାନୁଷ୍ଠାନ ନୀତି ଉପରେ 'କଳିଙ୍ଗ ଟିଭି'ରେ ଖବର ପ୍ରସାରଣ ପରେ ତତ୍କାଳ ଆକ୍ସନକୁ ଆସିଛି…