Below header

କାନ୍ଥ ବାଡ଼ରୁ ହଟୁଛି ଦଳୀୟ ପୋଷ୍ଟର, ନିର୍ବାଚନ ପୂର୍ବରୁ ବିଏମସିର କଡ଼ା କାର୍ଯ୍ୟାନୁଷ୍ଠାନ

କାନ୍ଥବାଡ଼ରୁ ହଟୁଛି ଦଳୀୟ ପୋଷ୍ଟର । ରାଜଧାନୀର କାନ୍ଥ ବାଡ଼ରେ ଆଉ କୌଣସି ରାଜନୈତିକ ଦଳର ପୋଷ୍ଟର ଲାଗିପାରିବ ନାହିଁ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିଏମସି ପକ୍ଷରୁ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): କାନ୍ଥବାଡ଼ରୁ ହଟୁଛି ଦଳୀୟ ପୋଷ୍ଟର । ରାଜଧାନୀର କାନ୍ଥ ବାଡ଼ରେ ଆଉ କୌଣସି ରାଜନୈତିକ ଦଳର ପୋଷ୍ଟର ଲାଗିପାରିବ ନାହିଁ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିଏମସି ପକ୍ଷରୁ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯେଉଁ ଦଳ ଗୁଡିକ ପୋଷ୍ଟର ଲଗାଇଛନ୍ତି ସେଗୁଡିକ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଛି ବିଏମସି । ସେହିପରି ବିଭିନ୍ନ ସ୍ଥାନରେ ଲାଗିଥିବା ବଡ଼ ବଡ଼ ହୋର୍ଡିଂ ମଧ୍ୟ ହଟାଯାଉଥିବା ସୂଚନା ଦେଇଛନ୍ତି BMC କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.