ଭିଡିଓ କନ୍‌ଫରେନ୍‌ସିଂରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଉଦବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ଯୁଜ୍: ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଭିଡିଓ କନ୍‌ଫରେନ୍‌ସିଂରେ ଏକ ବୈଷୟିକ କର୍ମଶାଳାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଉଦବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ୧୯ ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ନେଇ ଏହି କର୍ମଶାଳାରେ ଫୋକସ୍ କରାଯାଇଛି ।

ଭିଡିଓ କନ୍‌ଫରେନ୍‌ସିଂରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସହ ନିଆଯିବାକୁ ଥିବା ନିରାପତ୍ତା ପଦକ୍ଷେପ ସଂପର୍କରେ ଆଲୋଚନା ହୋଇଛି । ଏନେଇ ଜିଲ୍ଲାର ସମସ୍ତ ସିଡିଏମଓ, ମେଡିକାଲ କଲେଜ ଷ୍ଟାଫ ଓ କୋଭିଡ ହସ୍ପିଟାଲର ବରିଷ୍ଠ ଅଧିକାରୀମାନେ ଏହି କର୍ମଶାଳାରେ ଭାଗ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.