ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି, ମାଟ୍ରିକ ଓ +୨ ପରୀକ୍ଷା ପରିଚାଳନା ପାଇଁ ଜାତୀୟସ୍ତରରେ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଅନୁରୋଧ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ମାଟ୍ରିକ ଓ +୨ ପରୀକ୍ଷା ପରିଚାଳନା ନେଇ ଚିଠିରେ ଉଲ୍ଲେଖ କରାଯାଇଛି। କୋଭିଡ ପରିସ୍ଥିତିରେ ବୋର୍ଡ ପରୀକ୍ଷା ନେଇ ଚିଠି।

ଏନେଇ ଜାତୀୟସ୍ତରରେ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଏହା ଆଶ୍ୱସ୍ତି ଦେବ। ପରୀକ୍ଷା ପାଇଁ ଟାଇମ୍‌ ଫ୍ରେମ୍‌ ପ୍ରସ୍ତୁତ କରିବାକୁ ଚିଠି ଲେଖିଛନ୍ତି। ଏହାଦ୍ୱାରା ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱ ଦୂର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.