Below header

ରାଜ୍ୟର ୧ଲକ୍ଷ ୬୨ ହଜାର ଇପିଏଫ ପେନସନଧାରୀଙ୍କ ପେନସନ ବୃଦ୍ଧି କରାଯାଉ, କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇପିଏଫ ପେନସନଧାରୀଙ୍କ ପେନସନ ବୃଦ୍ଧି ପାଇଁ କେନ୍ଦ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ଵାରଙ୍କୁ ଚିଠି । ରାଜ୍ୟରେ ୧ଲକ୍ଷ ୬୨ ହଜାର ଇପିଏଫ ପେନସନଧାରୀ ଅଛନ୍ତି । ସହୃଦୟ ସହ ସେମାନଙ୍କ ଦାବି ବିଚାର କରିବାକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଇପିଏସ ପେନସନଧାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା ଏକ ଦାବିପତ୍ର । ଏହାକୁ ଆଧାର କରି ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.