PMGKAYରେ ଅଧିକ ଚାଉଳ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: ଆଉ ୮ ମାସ ବଢାଇବାକୁ ଦାବି କଲେ ନବୀନ

କେନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । PMGKAYରେ ଅଧିକ ଚାଉଳ ଦେବାକୁ ଚିଠି । ଅତିରିକ୍ତ ଚାଉଳ ହିତାଧିକାରୀଙ୍କୁ ଆଉ ୮ମାସ ପାଇଁ ଦିଆଯାଉ । କୋଭିଡ ଏବେ ବି ଶେଷ ହୋଇନି । ଲୋକମାନଙ୍କ ଜୀବିକା ଏବେ ବି ସ୍ୱାଭାବିକ ହୋଇନି । ଏହାକୁ ଆଉ ୮ ମାସ ବଢ଼ାଯାଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

PMGKAYରେ ମାଗଣାରେ ଚାଉଳ ହିତାଧିକାରୀଙ୍କୁ ମିଳୁଛି । ଏହି ଚାଉଳର ସମୟସୀମା ମେ’ ମାସରୁ ନଭେମ୍ବର ପର୍ଯ୍ୟନ୍ତ ରହିଛି । ଏହାକୁ ଆଉ ୮ମାସ ବଢ଼ାଯାଉ ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । PMGKAY ହେଉଛି ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.