ଢେଙ୍କାନାଳ: ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ, ରାସ୍ତାରୁ ମିଳିଲା ମଟରସାଇକେଲ ଓ ଚପଲ; ଅପହରଣ ସନ୍ଦେହ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆଗାଁ ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ । ପ୍ରାର୍ଥୀ ହେଉଛନ୍ତି ସୁବ୍ରତ ବେହେରା । ପୁସିଂ କାର୍ଡ ଛପାଇ ଫେରିବା ବେଳେ ନିଖୋଜ ଅଭିଯୋଗ । କଣ୍ଟାବଣିଆ ଥାନାରେ ପରିବାର ପକ୍ଷରୁ ମାମଲା କରାଯାଇଛି । ଚିନ୍ତା ପୋଖରୀ ନିକଟରୁ ବାଇକ୍‌ ଜୋତା ମିଳିଛି । ସନ୍ଧାନୀ କୁକର ଦ୍ୱାରା ଉଧାର କରି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.