ଜଙ୍ଗଲ ବିଭାଗର ଦୁଇ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଉଭୟଙ୍କ ନାଁରେ ରହିଛି ଦୁର୍ନୀତି ମାମଲା

ଭୁବନେଶ୍ବର: ଜଙ୍ଗଲ ବିଭାଗର ଦୁଇ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର । ଫରେଷ୍ଟ ରେଞ୍ଜର ଭରତ କୁମାର ଘଡେଇଙ୍କୁ ବାଧ୍ୟତାମୂଳକ ଅବସର । ସେହିପରି ଏସିଏଫ୍‌ ଲକ୍ଷ୍ମଣ ପ୍ରଧାନଙ୍କୁ ମଧ୍ୟ ବାଧ୍ୟମୂଳକ ଅବସର ଦିଆଯାଇଛି ।

ସୂଚନା ମୁତାବକ, ଉଭୟଙ୍କ ନାଁରେ ରହିଛି ଦୁର୍ନୀତି ମାମଲା । ଯାହାକୁ କେନ୍ଦ୍ର କରି ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.