ଫରେଷ୍ଟର ହେବାକୁ ଚାହୁଁଛନ୍ତି, ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା ଏବଂ ଦରମା କେତେ ?
ବନ ବିଭାଗରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବନ ବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା ପାଇଁ ଅଫିସର ପଦବୀରେ ନିଯୁକ୍ତି କରାଯାଉଛି। ଫରେଷ୍ଟ ଅଫିସର ପଦବୀ ପାଇଁ ଖାଲିପଡିଛି ପଦବୀ। ଜଙ୍ଗଲର ଅବୈଧ ଗଛ କଟା ଏବଂ ଏହାର ରକ୍ଷା କରିବା କାମ ମଧ୍ୟ ଫରେଷ୍ଟ ଅଫିସର କରନ୍ତି। ଯେଉଁମାନେ…