ରିଅଲ ଷ୍ଟେଟ ମାଲିକଙ୍କୁ ଖାଉଟି ଅଦାଲତ ପକ୍ଷରୁ ଛାଟ, ପ୍ରତିଶୃତି ଖିଲାପ କରିବାରୁ

ରିଅଲ ଷ୍ଟେଟ ମାଲିକଙ୍କୁ ସମ୍ବଲପୁର ଖାଉଟି ଅଦାଲତ ପକ୍ଷରୁ ଛାଟ l ଘର ବିକ୍ରି କରିବା ସମୟରେ ଦେଇଥିବା ପ୍ରତିଶୃତି ଖିଲାପ କରିବାରୁ ଆର୍ଥିକ ଦଣ୍ଡାଦେଶ l

ସମ୍ବଲପୁର : ରିଅଲ ଷ୍ଟେଟ ମାଲିକଙ୍କୁ ସମ୍ବଲପୁର ଖାଉଟି ଅଦାଲତ ପକ୍ଷରୁ ଛାଟ l ଘର ବିକ୍ରି କରିବା ସମୟରେ ଦେଇଥିବା ପ୍ରତିଶୃତି ଖିଲାପ କରିବାରୁ ଆର୍ଥିକ ଦଣ୍ଡାଦେଶ l ୪ ଜଣ ଫ୍ଲାଟ କ୍ରେତାଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ ଆଦେଶ ସହ ୮୦ ହଜ଼ାର ଟଙ୍କା ଆଇନ ପରିଚାଳନା ରାଶି ଦେବା ପାଇଁ ଆଦେଶ ଦେଇଛନ୍ତି  l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.