Below header

ଆଜି ରାଜ୍ୟରୁ ସର୍ବାଧିକ, ଗତ ୨୪ ଘଣ୍ଟା ଭିତରେ ୫୨ ଜଣଙ୍କ ଜୀବନ ନେଇଛି କରୋନା

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରୁ ସର୍ବାଧିକ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ନେଇ ଜଣାଯାଇଛି । ଗତ ୨୪ ଘଣ୍ଟା ଭିତରେ ୫୨ ଜଣଙ୍କ ଜୀବନ ନେଇଛି କରୋନା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଏହାକୁ ମିଶାଇ କୋଭିଡ ଜନିତ ମୃତ୍ୟୁସଂଖ୍ୟା ୪୨୪୮କୁ ବୃଦ୍ଧି ପାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.