ଫାଟିଲା ଗ୍ୟାସ ସିଲିଣ୍ଡର, ପରିବାରର ୫ ସଦସ୍ୟ ଗୁରୁତର

ଗ୍ୟାସ ସିଲିଣ୍ଡର ଫାଟି ୫ ଗୁରୁତର । ପାଟଣାଗଡ଼ରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ୫ ଗୁରୁତର ଆହତ ହୋଇଛନ୍ତି ।

ପାଟଣାଗଡ଼ (କେନ୍ୟୁଜ): ଗ୍ୟାସ ସିଲିଣ୍ଡର ଫାଟି ୬ ଗୁରୁତର । ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା କାଟୁନ ଉପରପଡ଼ାରେ ଏହି ଅଘଟଣ ଘଟିଛି । ଏଥିରେ ଗୋଟିଏ ପରିବାରର ୫ ଜଣ ଓ ଜଣେ ପଡ଼ୋଶୀ ଆହତ ହୋଇଛନ୍ତି । ସେମାନଙ୍କ ଭିତରୁ ୪ ଗୁରୁତରଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟମାନେ କଣ୍ଟାବାଞ୍ଜି ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି । ଆହତମାନେ ରୋଷେଇ ଘର ପାଖରେ ବସି ଟିଭି ଦେଖୁଥିଲେ । ଏତିକିବେଳେ ହଠାତ୍ ଗ୍ୟାସ୍ ଲିସିଣ୍ଡକ ଫାଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.