ଲାଞ୍ଚ ନେଇ କେନ୍ଦ୍ରାପଡ଼ା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ ଗିରଫ

ଲାଞ୍ଚ ନେଇ କେନ୍ଦ୍ରାପଡ଼ା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ ଗିରଫ। ହେଡ଼ମାଷ୍ଟର ନିରଞ୍ଜନ ଅଟିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦ୍ୱିତୀୟ କିସ୍ତି ହାଉସ ବିଲଡିଂ ଲୋନ ରିଲିଜ ପାଇ ନିଜ ଷ୍ଟାପଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନିରଞ୍ଜନ ।

କେନ୍ଦ୍ରାପଡା (କେନ୍ୟୁଜ): ଲାଞ୍ଚ ନେଇ କେନ୍ଦ୍ରାପଡ଼ା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ ଗିରଫ । ହେଡ଼ମାଷ୍ଟର ନିରଞ୍ଜନ ଅଟିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦ୍ୱିତୀୟ କିସ୍ତି ହାଉସ ବିଲଡିଂ ଲୋନ ରିଲିଜ ପାଇ ନିଜ ଷ୍ଟାପଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନିରଞ୍ଜନ । ତାଙ୍କ ନିକଟରୁ ୫ ହଜାର ଟଙ୍କା ନଗଦଜବତ କରାଯାଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ପ୍ରଧାନଶିକ୍ଷକଙ୍କ ଘର ସମେତ ୪ଟି ଜାଗାରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.