ବାଣ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ୪ ଗୁରୁତର, ଉଡିଗଲା ଦୁଇ ବକରା ଆଜବେଷ୍ଟସ୍‌ ଘର

ବେଗୁନିଆ କେନ୍ୟୁଜ) : ବେଗୁନିଆ ବ୍ଲକ ବାଘମାରୀ ଥାନାର ପଙ୍ଗାରସିହ ଗାଁରେ ବାଣ ବିସ୍ଫୋରଣ। ଉଡିଗଲା ଦୁଇ ବଖରା ଆଜବେଷ୍ଟସ ଘର। ଚାରି ଜଣ ଗୁରୁତର ହୋଇ ଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ପଙ୍ଗାରସିହ ଗାଁର ସେକ୍‌ ସ୍ୟରାବ୍‌ ନିଜ ଘରେ ବେଆଇନ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଫଳରେ ଘରେ ଥିବା ସମସ୍ତ ପରିବାର ସଦସ୍ୟ ଗୁରୁତର ଆହତ ହେବା ସହ ଜଣଙ୍କ ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.