Browsing Tag

cracker blast

ଭୋଟ ଗଣତି ପରେ ବିଜୟୀ ପ୍ରାର୍ଥୀମାନେ କରିପାରିବେନି ବିଜୟ ଶୋଭାଯାତ୍ରା, ଜାଣନ୍ତୁ କାହିଁକି

ପୁରୀ(କେନ୍ୟୁଜ): ସବୁବେଳେ ନିର୍ବାଚନ ଫଳାଫଳ ପରେ ଯେଉଁ ଦଳ ବିଜୟୀ ହୋଇଥାଏ ସେହି ଦଳ ବେଶ ଧୁମ ଧାମରେ ବିଜୟ ଉତ୍ସବ ପାଳନ କରିଥାଏ । ହେଲେ ଏଥର ପୁରୀରେ ବିଜୟ ଶୋଭାଯାତ୍ରା ମନା । କୌଣସି ପ୍ରକାରର ବିଜୟ ଶୋଭାଯାତ୍ରା ହେବ ନାହିଁ । ବାଣ ଫୁଟିବନି କି ଡିଜେ ବାଜିବନି । ବାଣ ବିସ୍ଫୋରଣକୁ…

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ଘଟଣା, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।  ବିଭିନ୍ନ ମେଡିକାଲରେ ୨୬ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି । ଗତକାଲି ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ…

ବାଣ ବିସ୍ପୋରଣ ଘଟଣା: ସାଇଣ୍ଟିଫିକ ଟିମ, ଫୋରେନସିକ ବିଶେଷଜ୍ଞଙ୍କ ସହାୟତାରେ ତଦନ୍ତ ଆରମ୍ଭ

ପୁରୀ (କେନ୍ୟୁଜ): କେମିତି ଘଟିଲା ? କାହିଁକି ଘଟିଲା ? ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ଘଟଣାରେ ପୋଲିସ ନିଜ ପକ୍ଷରୁ ମାମଲା ରୁଜୁ କରିବା ପରେ ଆରମ୍ଭ କରିଛି ତଦନ୍ତ । ଏସପିଙ୍କ ନିର୍ଦ୍ଦେଶରେ ସାଇଣ୍ଟିଫିକ ଟିମ, ଫୋରେନସିକ ବିଶେଷଜ୍ଞଙ୍କ ସହାୟତାରେ ତଦନ୍ତ କରାଯାଉଛି । ଘଟଣାର…

ଭଉଁରୀ ଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣା: ୨ ମୃତ, SCBରେ ୮ ଚିକିତ୍ସିତ

ପୁରୀ (କେନ୍ୟୁଜ): ପୁରୀରେ ଭଉଁରୀ ଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣାରେ ୨ ମୃତ । ୩୫ରୁ ଅଧିକ ଆହତ । ଚନ୍ଦନ ଯାତ୍ରାର ଶେଷଦିନ ଭଉଁରୀ ଯାତ୍ରା ଅବସରରେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଗତକାଲି ରାତିରେ ଘଟିଥିବା ଏହି ଅଘଟଣରେ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି। କଟକ ଏସସିବି ଓ ଭୁବନେଶ୍ବରର ଏମସ…

ନରେନ୍ଦ୍ର ପୋଖରୀରେ ବାଣ ଦୁର୍ଘଟଣା: ଗଭୀର ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୋଖରୀରେ ବାଣ ଦୁର୍ଘଟଣା ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରି ତୁରନ୍ତ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ମୁଖ୍ୟ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ…

ତାମିଲନାଡୁ: ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ

ତାମିଲନାଡୁର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁର ଶିବକାଶୀ ନିକଟରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୫ ଜଣ ମହିଳା ରହିଛନ୍ତି । ପୋଲିସ କହିବା…

ବାଣ ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ: ମୁଣ୍ଡ, ଗୋଡ, ହାତ, ଆଖିରେ ଲାଗିଥିଲା ଆଘାତ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ବାଣ ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ । ମୃତକ ହେଲେ ଭିଏସ୍‌ଏସ୍‌ ନଗରର ଶିବାନନ୍ଦ ତାଡନ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ଗତକାଲି ସଂଧ୍ୟାରେ ଭିଏସଏସ ନଗରରେ ଘରେ ବାଣ ଭିଡିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ଶିବାନନ୍ଦ…

ବାଣ ତିଆରି ବେଳେ ବିସ୍ଫୋରଣ; ଜଳିଗଲା ୩ ବଖରା ଘର, ବୃଦ୍ଧ ଗୁରୁତର

ପିପିଲି (କେନ୍ୟୁଜ): ବାଣ ତିଆରି କଲା ବେଳେ ହେଲା ବିସ୍ପୋରଣ । ବିସ୍ପୋରଣରେ ବୃଦ୍ଧ ଗୁରୁତର ଭାବେ ଆହାତ ହୋଇଛନ୍ତି । ତୁରନ୍ତ ସ୍ଥାନୀୟ ଲୋକ ଗୁରୁତରଙ୍କୁ ନିଆଳି ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡ଼ିକାଲ୍ କୁ ସ୍ଥାନାନ୍ତର କରାଯାଇଛି ।…

ବାଣ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ୪ ଗୁରୁତର, ଉଡିଗଲା ଦୁଇ ବକରା ଆଜବେଷ୍ଟସ୍‌ ଘର

ବେଗୁନିଆ କେନ୍ୟୁଜ) : ବେଗୁନିଆ ବ୍ଲକ ବାଘମାରୀ ଥାନାର ପଙ୍ଗାରସିହ ଗାଁରେ ବାଣ ବିସ୍ଫୋରଣ। ଉଡିଗଲା ଦୁଇ ବଖରା ଆଜବେଷ୍ଟସ ଘର। ଚାରି ଜଣ ଗୁରୁତର ହୋଇ ଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ପଙ୍ଗାରସିହ ଗାଁର ସେକ୍‌ ସ୍ୟରାବ୍‌ ନିଜ ଘରେ ବେଆଇନ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଫଳରେ…

କାମାକ୍ଷାନଗରରେ ଅଭାବନୀୟ ଘଟଣା: ବାଣ ବିସ୍ଫୋରଣରେ ପୋଡି ୩ ଗୁରୁତର ଶିଶୁଙ୍କ ମଧ୍ୟରୁ ୨ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ଗାଁରେ ବଡ଼ ଧରଣର ଅଗ୍ନିକାଣ୍ଡ । ବାଣ ବିସ୍ଫୋରଣ ଯୋଗୁ ନିଆଁ ଲାଗି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଶିଶୁର ଅବସ୍ଥା ଗୁରୁତର ଥିବାରୁ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ତିନି ଜଣ ଶିଶୁ ସୋଗର ଗାଁ…

ଧରାକୋଟ : ‘ଅଭିମନ୍ୟୁ ବଧ’ ପୌରାଣିକ ନାଟକ ବେଳେ ମଞ୍ଚରେ ଫୁଟିଲା ବାଣ, ୮ ଜଣ ଆହତ

ଭଞ୍ଜନଗର (କେ ନ୍ୟୁଜ୍‌) : ଗାଁରେ ଚାଲିଥିଲା ପୌରାଣିକ ନାଟକ । ସମସ୍ତେ ଖୁସିରେ ବସି କଳାକାରଙ୍କ ଅଭିନୟ ଦେଖୁଥିଲେ । ହେଲେ ଏତିକି ବେଳେ ଘଟିଲା ଅଘଟଣ । ବାଣ ଫୁଟିଲା ଆଉ ଏହାର ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ ଏଥିରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳରେ…

କଟକ: ମୁଣ୍ଡିଆ ମାରିବା ବେଳେ ମୁଣ୍ଡରେ ପଡିଲା ହାବେଳି ବାଣ, ଗୁରୁତର ଅବସ୍ଥାରେ ମେଡିକାଲ ସ୍ଥାନାନ୍ତରବେଳେ ବାଟରେ…

କଟକ: ବିଶ୍ୱଶାନ୍ତି ଯଜ୍ଞ ବେଳେ ଅଘଟଣ। କଟକ ଗୋବିନ୍ଦପୁର ଥାନା କଣ୍ଟାପଡା ବ୍ଲକ ବଡବିଲ ଡଳିବାବା ମଠରେ ବିଶ୍ୱଶାନ୍ତି ଯଜ୍ଞର ପୂର୍ଣ୍ଣାହୁତି ବେଳେ ଘଟିଛି ଅଘଟଣ । ଶହ ଶହ ଭକ୍ତ ଯଜ୍ଞର ପୂର୍ଣ୍ଣାହୁତିରେ ସାମିଲ ହୋଇ ବାଣ ଫୁଟାଇଥିଲେ । ଏହି ସମୟରେ ବଡବିଲ ଗାଁର ସରୋଜିନୀ ଆଚାର୍ଯ୍ୟ ନାମକ ଜଣେ…