କୋଭିଡ ପରିଚାଳନା ପାଇଁ କଟକ ମୁନିସିପାଲିଟିକୁ ୧୦ କୋଟି ଟଙ୍କା ମଞ୍ଜୁର

କଟକ: କୋଭିଡ ପରିଚାଳନା ପାଇଁ କଟକ ମୁନିସିପାଲିଟିକୁ ୧୦ କୋଟି ଟଙ୍କା ମଞ୍ଜୁର। କଟକ ମହାନଗର ଅଞ୍ଚଳରେ କୋଭିଡ ସଂକ୍ରମଣ ବୁଦ୍ଧି ପାଉଥିବାରୁ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି। ସିଏମ୍‌ସି ଅଞ୍ଚଳରେ କୋଭିଡ ରୋଗୀଙ୍କ ଚିକିତ୍ସା ଓ ମୁକାବିଲାରେ ଏହି ଅର୍ଥ ବିନିଯୋଗ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.