ହୋମଗାର୍ଡ଼ ପରିବାରଙ୍କୁ ଉଦ୍ଧାର କଲେ କଟକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାର ଓ ଚାଇଲଡ ଲାଇନ ଟିମ୍

କଟକ(କେ ନ୍ୟୁଜ): ଅସହାୟ ପରିବାରକୁ ଉଦ୍ଧାର କରିଛି କଟକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାର ଓ ଚାଇଲଡ ଲାଇନ ଟିମ୍‌। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଠାରେ କାର୍ଯ୍ୟ କରିଥିବା ହୋମଗାର୍ଡ ବିନୋଦ ବିହାରୀ ପତି ଓ ପରିବାର ଅନେକ ଦିନ ଧରି ମାତାମଠ ଠାରେ ଅସହାୟ ଅବସ୍ଥାରେ ବାସ କରୁଥିଲେ। ଏନେଇ ବିଭିନ୍ନ ଗଣମାଧ୍ୟମ ଖବର ପ୍ରସାରଣ ହେବା ପରେ ଶିଶୁ ସୁରକ୍ଷା ଅଧିକାର ଓ ଚାଇଲଡ ଲାଇନ ଟିମଙ୍କ ସମେତ ପୋଲିସ ମିଳିତ ଭାବରେ ଉଦ୍ଧାର କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.