Browsing Tag

home guard

ହୋମଗାର୍ଡ ପରୀକ୍ଷା: ୧୦୨ ପୋଷ୍ଟ, ୪ ହଜାର ପରୀକ୍ଷାର୍ଥୀ

ଝାରସୁଗୁଡ଼ା: ୧୦୨ ହୋମଗାର୍ଡ ପଦବୀ ପାଇଁ ୪ହଜାର ପରୀକ୍ଷାର୍ଥୀ ।  ସୁନ୍ଦରଗଡ଼ ଏବଂ ସମ୍ବଲପୁର ପରେ ଝାରସୁଗୁଡ଼ାରୁ ଆସିଛି ସମାନ ଦୃଶ୍ୟ ।  ଝାରସୁଗୁଡ଼ା ଜିଲ୍ଲାରେ ୧୦୨ଟି ହୋମଗାର୍ଡ ପଦ ପାଇଁ ଆଜି ଲିଖିତ ପରୀକ୍ଷା ।  ଆଶାୟୀ ଅଛନ୍ତି ୪ ହଜାର ୪୦ ଜଣ ପ୍ରାର୍ଥୀ ।  ଏମାନେ ସମସ୍ତେ ପରୀକ୍ଷା ଦେବେ…

ହୋମ ଗାର୍ଡ ପରୀକ୍ଷା : ୧୮୩ ପଦ ପାଇଁ ୮ହଜାର ପରୀକ୍ଷାର୍ଥୀ, ଏୟାରଷ୍ଟ୍ରିପରେ ବସି ଦେଲେ ପରୀକ୍ଷା

ସମ୍ବଲପୁର : ୧୮୩ ପଦ ପାଇଁ ୮ହଜାର ପରୀକ୍ଷାର୍ଥୀ । ସମ୍ବଲପୁର ଜିଲ୍ଲାରେ ହୋମ ଗାର୍ଡ ପଦବୀ ପାଇଁ ପରୀକ୍ଷା ଦେଲେ ୮୦୦୦ ପରୀକ୍ଷାର୍ଥୀ । ଜମାଦାରପାଲି ଏୟାରଷ୍ଟ୍ରିପରେ ବସି ଏକାଠି ଲିଖିତ ପରୀକ୍ଷା ଦେଇଛନ୍ତି ଆଶାୟୀ । ୧୮୩ ହୋମଗାର୍ଡ ପଦବୀ ପାଇଁ ୮ହଜାର ଆଶାୟୀ ପରୀକ୍ଷା ଦେଇଛନ୍ତି । ଦେଢ…

ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ, ବିଷ କ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା କହିଲେ ପରିବାର ଲୋକେ

ଭୁବନେଶ୍ୱର : ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ । ଚନ୍ଦ୍ରଶେଖରପୁର ଥାନା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହାଉସିଂବୋର୍ଡ କଲୋନୀ ସରକାରୀ କ୍ବାଟରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସୁଜାତା ରାଣି କର । ଦୁଇ ମାସ ହେବ ସେ ଚନ୍ଦ୍ରଶେଖରପୁର ଥାନାରେ ନିଯୁକ୍ତ…

ଚଳନ୍ତା ଆମ୍ବୁଲାନ୍ସରେ ଅମାନବୀୟ କାଣ୍ଡ, ଅଚେତ ଅବସ୍ଥାରେ ମହିଳା ପରୀକ୍ଷାର୍ଥୀଙ୍କ ସହ କଲେ ଏମିତି

ବିହାର: ବିହାରୁ ରୁ ଏକ ଏକ ଆଶ୍ଚର୍ଯ୍ୟଜନକ ଓ  ଲଜ୍ଜାକର ଘଟଣା ସାମନାକୁ ଆସିଛି । ଘଟଣାଟି ଘଟିଛି ଗୟା ଜିଲ୍ଲାରେ ।  ହୋମଗାର୍ଡ ନିଯୁକ୍ତି ଅଭିଯାନରେ ଅଂଶଗ୍ରହଣ କରୁଥିବା ଜଣେ ୨୬ ବର୍ଷୀୟ ମହିଳା ଶାରୀରିକ ପରୀକ୍ଷା ସମୟରେ ଚେତାଶୂନ୍ୟ ହୋଇ ପଡିଥିଲେ । ଏହାପରେ ଉକ୍ତ ମହିଳାଙ୍କୁ ଚଳନ୍ତା…

ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ଟଳି ପଡ଼ିଲେ ଯୁବକ, ଅନ୍ୟ ୭ ଗୁରୁତର

ଗଜପତି: ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ଟଳି ପଡ଼ିଲେ ଯୁବକ । ଅନ୍ୟ ୭ଜଣ ଗୁରୁତର ହୋଇଛନ୍ତି ।  ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ରାମଗିରି ଥାନା ଅନ୍ତର୍ଗତ ପରିସଲ ଗାଁର ସୁଲନ୍ତ ମିଶାଲ। ଗଜପତିରେ ଏହି ଅଭାବନୀୟ ଘଟଣା ଘଟିଛି…

ରାଜ୍ୟରେ ହୋମ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟରେ ହୋମ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ban ପ୍ରତ୍ୟାହୃତ ହୋଇଛି। ଏହାଦ୍ବାରା ରାଜ୍ୟରେ ଖାଲିଥିବା ହୋମ ଗାର୍ଡ ପଦବୀ ଖୁବ୍ ଶୀଘ୍ର ପୂରଣ ହୋଇ ପାରିବ ।…

ରାତିରେ ଡ୍ୟୁଟିରେ ଥିବାବେଳେ ହୋମଗାର୍ଡଙ୍କୁ ଚାପିଦେଲା ଟ୍ରକ୍‌, ପ୍ରତିବାଦରେ ରାସ୍ତାରୋକ୍

ପାରାଦୀପ: ପାରାଦୀପ ଦୋଛକିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ହୋମଗାର୍ଡଙ୍କ ଉପରେ ମାଡିଗଲା ଟ୍ରକ୍। ରାତିରେ ଡ୍ୟୁଟିରେ ଥିବାବେଳେ ହୋମଗାର୍ଡଙ୍କୁ ଚାପିଦେଲା ଟ୍ରକ୍‌। ମୃତକ ରାଜନ୍ ପ୍ରଧାନ ବୋଲି ଜଣାପଡିଛି । ଏହି ଘଟଣାରେ ଦୋଛକି ନିକଟରେ ଉତ୍ତ୍ୟକ୍ତ ଲୋକ ଟାୟାର ଜାଳି ରାସ୍ତା ଅବରୋଧ…

ଓଡ଼ିଶା ହୋମଗାର୍ଡଙ୍କ ବେତନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ହୋମ୍‌ଗାର୍ଡଙ୍କୁ ଦୈନିକ ୫୩୩ ଟଙ୍କା…

କଟକ(କେନ୍ୟୁଜ୍): ଓଡ଼ିଶା ହୋମଗାର୍ଡଙ୍କ ବେତନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ହୋମଗାର୍ଡଙ୍କୁ ଦୈନିକ ୫୩୩ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୨୦୧୮ ଜୁନ ୧ ତାରିଖରୁ ଲାଗୁ ହେବ । ବକେୟା ଟଙ୍କା ହୋମଗାର୍ଡ ମାନଙ୍କୁ ତିନି ମାସ ମଧ୍ୟରେ ପ୍ରଦାନ…

ଗୃହରକ୍ଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି : ଡ୍ୟୁଟି କଲ୍‌ ଅପ୍‌ ଆଲାଉନ୍ସ ୯ ହଜାରରୁ ୧୨ ହଜାର ୪୮୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର(କେନ୍ୟୁଜ୍): ଗୃହରକ୍ଷୀ ମାନଙ୍କ ଡ୍ୟୁଟି କଲ୍‌ ଅପ୍‌ ଆଲାଉନ୍ସ ୩୮ ପ୍ରତିଶତ ବୃଦ୍ଧି । ରାଜ୍ୟ ସରକାର ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।…

କଥାଦେଇ କଥା ରଖିଲେ ରାଜ୍ୟ ସରକାର, କୋଭିଡ ଡ୍ୟୁଟିରେ ମୃତ୍ୟୁ ବରଣ କରିଥିବା ହୋମଗାର୍ଡ ପରିବାରକୁ ଦେଲେ ୫୦ ଲକ୍ଷ…

ବ୍ରହ୍ମପୁର(କେନ୍ୟୁଜ୍):  କରୋନା ସମୟରେ ସଙ୍ଗରୋଧ କେନ୍ଦ୍ରରେ ଡ୍ଯୁଟି କରି ମୃତ୍ୟୁ ବରଣ କରିଥିବା ହୋମଗାର୍ଡ ପରିବାରକୁ ମୁଖ୍ଯମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପଚାଶ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଯାହା ଫଳରେ ସମ୍ପୃକ୍ତ ପରିବାର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲାପାଳ ଏବଂ…

ଲାଞ୍ଚକୁ ପ୍ରତ୍ୟାଖ୍ୟାନ କରି ୧୨ କୋଟି ଟଙ୍କାର ଡ୍ରଗ୍ସ ଜବତ କଲେ ହୋମଗାର୍ଡ, କନଷ୍ଟେବଳକୁ ପଦୋନ୍ନତି

ନିଜ ସାଧୁତା ଓ କାର୍ଯ୍ୟନିଷ୍ଠତାର ପରିଚୟ ଦେଖାଇ ସରକାରଙ୍କ ପକ୍ଷରୁ ପୁରସ୍କୃତ ହେବା ସହ ପଦ୍ଦନ୍ନୋତି ମଧ୍ୟ ପାଇଛନ୍ତି ଜଣେ ପୋଲିସ ହୋମଗାର୍ଡ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆସାମରେ । ଆସାମ ପଣିଆ ପାଇଁ ଚର୍ଚ୍ଚାକୁ ଆସିଥିଲେ ବୋରସିଂ ବି କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାର ୧୨ କୋଟି…

ହୋମଗାର୍ଡ଼ ପରିବାରଙ୍କୁ ଉଦ୍ଧାର କଲେ କଟକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାର ଓ ଚାଇଲଡ ଲାଇନ ଟିମ୍

କଟକ(କେ ନ୍ୟୁଜ): ଅସହାୟ ପରିବାରକୁ ଉଦ୍ଧାର କରିଛି କଟକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାର ଓ ଚାଇଲଡ ଲାଇନ ଟିମ୍‌। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଠାରେ କାର୍ଯ୍ୟ କରିଥିବା ହୋମଗାର୍ଡ ବିନୋଦ ବିହାରୀ ପତି ଓ ପରିବାର ଅନେକ ଦିନ ଧରି ମାତାମଠ ଠାରେ ଅସହାୟ ଅବସ୍ଥାରେ ବାସ କରୁଥିଲେ। ଏନେଇ ବିଭିନ୍ନ…