ପରିଶ୍ରମ ଅନୁଯାୟୀ ମିଳିବ ପାରିଶ୍ରମିକ, ହୋମଗାର୍ଡଙ୍କ ଦୈନିକ ଭତ୍ତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ): ହୋମଗାର୍ଡମାନଙ୍କ ପାଇଁ ଖୁସିଖବର। କନେଷ୍ଟବଳ ଭଳି ପରିଶ୍ରମ କରୁଥିବା  ସବୁ ହୋମଗାର୍ଡଙ୍କ ବଢିବ ଦୈନିକ ଭତ୍ତା । ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।  ହୋମଗାର୍ଡଙ୍କ ଦୈନିକ ଭତ୍ତା ୫୩୩ ଟଙ୍କାକୁ ବୃଦ୍ଧି ସହ ପିଛିଲା ଭାବେ ଜାନୁଆରୀ ୨୦୨୦ରୁ ଲାଗୁ କରିବା  ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୩ ମାସ ଭିତରେ ବର୍ଦ୍ଧିତ ଦେୟ ପ୍ରକ୍ରିୟା ସାରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବରୁ ୨୦୧୬ରୁ ବର୍ଦ୍ଧିତ ଦେୟ ଲାଗୁ ପାଇଁ କୋର୍ଟ ରାୟ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.