Below header

ଦିଗ ବଦଳାଇ ଉତ୍ତର-ଆନ୍ଧ୍ର ଆଡକୁ ମୁହାଁଇଲା ସାମୁଦ୍ରିକ ବାତ୍ୟା ‘ଫାନୀ’, ପୁରୀ ଠାରୁ ୧୩୧୧ କିଲୋମିଟର ଦୂରରେ ଅବସ୍ଥିତ

କେନ୍ୟୁଜ୍ : ଦିଗ ବଦଳାଇ ଉତ୍ତର-ଆନ୍ଧ୍ର ଆଡକୁ ମୁହାଁଇଲା ସାମୁଦ୍ରିକ ବାତ୍ୟା ‘ଫାନୀ’ । ବର୍ତ୍ତମାନ ଏହା ପୁରୀ ଠାରୁ ୧୩୧୧ କିଲୋମିଟର ଦୂରରେ ଅବସ୍ଥିତ । ଏହା ବିଶାଖାପାଟଣାରୁ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ତେବେ ସ୍ଥଳଭାଗ ଛୁଇଁବା ପରେ ଘଣ୍ଟା ପ୍ରତି ପାଖାପାଖି ୧୮୫ କିମି ବେଗରେ ପବନ ବୋହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.