Browsing Tag

cyclone storm fani

ବାତ୍ୟା ଫନି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

କେନ୍ୟୁଜ୍ : ବାତ୍ୟା ଫନି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଗଞ୍ଜାମ ଓ ଗୋପାଳପୁରରେ ପ୍ରବଳ ବର୍ଷା ହେଉଛି। ସମୁଦ୍ର ଅଶାନ୍ତ ହେବା ସହ ଉଚ୍ଚ ଜୁଆର ଉଠୁଛି । କୋଣାର୍କ ଚନ୍ଦ୍ରଭାଗାରେ ସମୁଦ୍ର ଅଶାନ୍ତ ହୋଇପଡିଛି। ନୋଳିଆ ବସ୍ତି ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।…

ସାମୁଦ୍ରିକ ବାତ୍ୟା ‘ଫନି’କୁ କେମିତି ମିଳିଲା ନାଁ, ଜାଣନ୍ତୁ କ’ଣ ରହିଛି ଏହାର ଅର୍ଥ

କେନ୍ୟୁଜ୍ : ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗର ପବନ ବହିବା ସହିତ ତାଣ୍ଡବ ରଚିବାକୁ ମାଡିଆସୁଛି ବାତ୍ଯା ଫନି ।  ବଙ୍ଗୋପସାଗର ଉପରେ ସୃଷ୍ଟ ହୋଇଥିବା ଏହି ସାମୁଦ୍ରିକ ବାତ୍ୟା ‘ଫନି’ ଅତି ସାଙ୍ଘାତିକ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି। ତେବେ  ଏହି ସାମୁଦ୍ରିକ ବାତ୍ୟାର ନାଁ ଫନି…

ଓଡ଼ିଶା ଉପକୂଳ ମୁହାଁ ଫନୀ, ୨୪ ଘଣ୍ଟା ଭିତରେ ନେବ ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ

ଘନୀଭୂତ ହେଉଛି ଫନୀ । ୨୪ ଘଣ୍ଟା ଭିତରେ ଏହା ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ। ଏହା ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରୁଛି, ମେ ୧ରୁ ଗତିପଥ ବଦଳିବ। ରିକର୍ଭ ହୋଇ ଉତ୍ତର-ଉତ୍ତର ପୂର୍ବଦିଗକୁ ଗତି କରି ଓଡ଼ିଶା ଉପକୂଳ ମୁହାଁ ହେବ। ଏହା ଓଡ଼ିଶାରେ ଲ୍ୟାଣ୍ଡ ଫଲ କରିବ କି? ଏହା ଉପରେ…

ଦିଗ ବଦଳାଇ ଉତ୍ତର-ଆନ୍ଧ୍ର ଆଡକୁ ମୁହାଁଇଲା ସାମୁଦ୍ରିକ ବାତ୍ୟା ‘ଫାନୀ’, ପୁରୀ ଠାରୁ ୧୩୧୧ କିଲୋମିଟର ଦୂରରେ ଅବସ୍ଥିତ

କେନ୍ୟୁଜ୍ : ଦିଗ ବଦଳାଇ ଉତ୍ତର-ଆନ୍ଧ୍ର ଆଡକୁ ମୁହାଁଇଲା ସାମୁଦ୍ରିକ ବାତ୍ୟା ‘ଫାନୀ’ । ବର୍ତ୍ତମାନ ଏହା ପୁରୀ ଠାରୁ ୧୩୧୧ କିଲୋମିଟର ଦୂରରେ ଅବସ୍ଥିତ । ଏହା ବିଶାଖାପାଟଣାରୁ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ତେବେ ସ୍ଥଳଭାଗ ଛୁଇଁବା ପରେ ଘଣ୍ଟା ପ୍ରତି ପାଖାପାଖି ୧୮୫…