Below header

ମୟୁରଭଞ୍ଜ ଟଙ୍ଗାଶୋଳ ପଞ୍ଚାୟତରେ ଡାଇରିଆ ଆତଙ୍କ : ୪ଟି ଗାଁରେ ୩୦ରୁ ଅଧିକ ଲୋକଙ୍କୁ ଝାଡାବାନ୍ତି

ମୟୁରଭଞ୍ଜ (କେନ୍ୟୁଜ୍) : ବଡସାହି ବ୍ଲକ ଟଙ୍ଗାଶୋଳ ପଞ୍ଚାୟତରେ ଡାଇରିଆ ଆତଙ୍କ । ପଞ୍ଚାୟତ ଅଧିନରେ ଥିବା ୪ଟି ଗାଁ ଟଙ୍ଗାଶାଳ, ରେହେଡାଗୁଡା, ପଡିଆ ଗୁଡା, ଭାଲୁଘେରା ଗାଁର ୩୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଦୂଷିତ ପାଣି ପିଇବା ଯୋଗୁଁ ଡାଇରିଆ ବ୍ୟାପୁଛି । ଛଅ ଦିନ ପରେ ଗାଁକୁ ଡାକ୍ତରୀ ଟିମ ପହଞ୍ଚି ରୋଗୀଙ୍କୁ ଔଷଧ ଏବଂ ଓଆରଏସ ଦେଇଛି । ଅସ୍ୱାସ୍ଥ୍ୟକର ପରିବେଶକୁ ସୁଧାରିବାକୁ ସଚେତନା କରିବା ଉପରେ ଗରୁତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.