ନୟାଗଡ ଜିଲ୍ଲାପାଳ ପଢାଇଲେ ପାଠ

ନୟାଗଡ (କେନ୍ୟୁଜ୍) : ଜିଲ୍ଲାପାଳ ପଢାଇଲେ ପାଠ । ନୟାଗଡ ଜିଲ୍ଲାପାଳ ଏନ୍.ତିରୁମାଲା ନାଏକ ମୋ ସ୍କୁଲ ଅଭିଯାନ କାର୍ୟ୍ୟକ୍ରମରେ ନୂଆଗାଁ ଚାହାଳି ହାଇସ୍କୁଲର ପିଲାଙ୍କୁ ପାଠ ପଢାଇଛନ୍ତି । ଜିଲ୍ଲାପାଳଙ୍କୁ ପାଖରେ ପାଇ ଛାତ୍ରଛାତ୍ରୀମାନେ ମଧ୍ୟ ବେଶ୍ ଖୁସି ଥିଲେ । ସେପଟେ ଆଗକୁ ବିଦ୍ୟାଳୟର ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରିବେ ଜିଲ୍ଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.