ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି BEO, ପେନସନ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ

ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି BEO। ଦାରିଙ୍ଗବାଡ଼ି ବ୍ଲକ୍ ଶିକ୍ଷା ଅଧିକାରୀ ରସାନନ୍ଦ କର ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ନ୍ୟାସନାଲ ପେନସନ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ବାନ୍ଧିଛି ।

କନ୍ଧମାଳ (କେନ୍ୟୁଜ) : ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି BEO। ଦାରିଙ୍ଗବାଡ଼ି ବ୍ଲକ୍ ଶିକ୍ଷା ଅଧିକାରୀ ରସାନନ୍ଦ କର ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ନ୍ୟାସନାଲ ପେନସନ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ବାନ୍ଧିଛି । ନ୍ୟାସନାଲ ପେନସନ ସ୍କିମରୁ ଟଙ୍କା ନିଜ ଆକାଉଣ୍ଟକୁ ଆଣି ସେୟାର ବଜାରରେ ବିନିଯୋଗ କରିଥିଲେ। ଶିକ୍ଷକଙ୍କ ଅଭିଯୋଗ ପରେ BEOଙ୍କୁ ଧରିଲା ଦାରିଙ୍ଗବାଡ଼ି ଭିଜିଲାନ୍ସ। ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.