Below header

ଜେଲ୍ ଗଲା ହତ୍ୟାକାରୀ ବୋହୂ

ଯାଜପୁର(କେନ୍ୟୁଜ୍‌) : ଯାଜପୁର ପାଣିକୋଇଲି ଥାନା ରଣପାଳ ଗାଁରେ ଶ୍ବଶୁରକୁ ହତ୍ୟା ଘଟଣା । ବୋହୂ ରୂପା ହାତୀକୁ ୫ ଦିନ ପରେ ଢେଙ୍କାନାଳରୁ ଗିରଫ କଲା ପାଣିକୋଇଲି ପୋଲିସ ।

ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁର ଘଟଣା । ଶ୍ୱଶୁରକୁ ଟାଙ୍ଗିଆରେ ହତ୍ୟା କରିବା ପରେ ଫେରାର ଥିଲା ବୋହୂ । ଢେଙ୍କାନାଳରୁ ବୋହୂକୁ ଗିରଫ କରିଛି ପାଣିକୋଇଲି ପୋଲିସ ।

ଗତ ୧୭ ତାରିଖ ଦିନ ହତ୍ୟାକାଣ୍ଡ ଘଟିଥିଲା । ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ଜାମିନ ନାମଞ୍ଜୁର ପରେ ରୂପା ହାତୀକୁ ରଗଡ଼ି ସବ୍ଜେଲକୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.