ସଙ୍କଟରେ ଗଜରାଜ: ପୁଣି ସାତକୋଶିଆରେ ଦୁଇ ହାତୀଙ୍କ ମୃତ୍ୟୁ

ପୁଣି ସାତକୋଶିଆରେ ଦୁଇ ହାତୀଙ୍କ ମୃତ୍ୟୁ । ସାତକୋଶିଆ ଅଭୟାରଣ୍ୟର ଜଗନ୍ନାଥପୁର ନିକଟରେ ୨ ହାତୀଙ୍କ ମୃତ୍ୟୁ ହୋଇଛି। ବିଦ୍ୟୁତ ଆଘାତରେ ୨ ହାତୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ ।

ଅନୁଗୁଳ (କେନ୍ୟୁଜ): ସଙ୍କଟରେ ଗଜରାଜ । ପୁଣି ସାତକୋଶିଆରେ ଦୁଇ ହାତୀଙ୍କ ମୃତ୍ୟୁ । ସାତକୋଶିଆ ଅଭୟାରଣ୍ୟର ଜଗନ୍ନାଥପୁର ନିକଟରେ ୨ ହାତୀଙ୍କ ମୃତ୍ୟୁ ହୋଇଛି। ବିଦ୍ୟୁତ ଆଘାତରେ ୨ ହାତୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ । ଗୋଟିଏ ଦନ୍ତା ଓ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହାତୀ ମୃତ୍ୟୁ ପରେ ଘଟଣାସ୍ଥଳକୁ ଗଲା ସାତକୋଶିଆ ବନଖଣ୍ଡ ଟିମ୍ । ଏନେଇ ସାତକୋଶିଆ ଡିଏଫଓ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.