ଯାଜପୁର ଯଖପୁରା ରେଳବାଇ ନୂତନ କଲୋନୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର(କେନ୍ୟୁଜ୍) : ଯାଜପୁର ଯଖପୁରା ରେଳଷ୍ଟେସନ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର । ରେଳବାଇ ନୂତନ କଲୋନୀର ଏଫ-୨ କ୍ୱାଟରରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ରେଳବାଇ ପୋଲିସ । ମୃତ ଯୁବକଙ୍କ ପରିଚୟ ମଳିନାହିଁ । ଯୁବକଙ୍କୁ ୨୦ରୁ ୨୫ ଦିନ ତଳେ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡର କାରଣ ଜଣାପଡି ନାହିଁ । ହତ୍ୟା ପରେ ଦୁର୍ବୃତ୍ତମାନେ ମୃତକଙ୍କ ମୁଣ୍ଡରେ ଝିଅଙ୍କ ନକଲି କେସ ଲଗାଇଛନ୍ତି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଲସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.