କଟକ : ବଜ୍ରକବାଟୀ ରୋଡ୍‌ ସ୍ଥିତ ସପିଙ୍ଗ୍‌ ମଲ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

କଟକରେ : କଟକରେ ଚାଞ୍ଚଲ୍ୟ । ବଜ୍ରକବାଟୀ ରୋଡ୍‌ ସ୍ଥିତ ସପିଙ୍ଗ୍‌ ମଲ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ହେଲେ କଟକ ଭଗତପୁରର ରଞ୍ଜିତା ମହାନ୍ତି । ସେ ମଲ୍‌ର କର୍ମଚାରୀ ଭାବେ କାମ କରୁଥିଲେ । ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି କଟକ ମଙ୍ଗଳାବାଗ ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.