Below header

ଶେଷରେ ରାଜହଂସ ଦ୍ୱୀପରୁ ଉଦ୍ଧାର ହେଲା ମାଲେସିଆ ଜାହାଜ ଜିନ୍‌ ହ୍ଵା, ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରିବାରେ ସଫଳ ହେଲା ସିଙ୍ଗାପୁରର MV-ଚିତା

ଭୁବନେଶ୍ବର (କେନ୍ୟୁଜ୍):  ଶେଷରେ ରାଜହଂସ ଦ୍ୱୀପରୁ ଉଦ୍ଧାର ହେଲା ମାଲେସିଆ ଜାହାଜ ଜିନ୍‌ ହ୍ଵା । ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ସିଙ୍ଗାପୁରର MV-ଚିତା ଉଦ୍ଧାର କରିବାରେ ସଫଳ ହୋଇଛି । ଅଗଷ୍ଟ ୨ ତାରିଖରେ ଜିନ ହ୍ଵା ମୋଙ୍ଗଲା ବନ୍ଦରରୁ ବାହାରି ବିଶାଖାପାଟଣା ଅଭିମୁଖେ ଯାଇଥିଲା । ସେଠାରୁ ଫେରିବା ବେଳେ ଗତ ଅଗଷ୍ଟ ୧୦ରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମାଲେସିଆର ପଣ୍ୟବାହୀ ଜାହାଜ ଜିନ ହ୍ଵା- ୩୨ କୃଷ୍ଣପ୍ରସାଦ ବ୍ଲକର ରାଜହଂସ ଠାରେ ଅଟକି ରହିଥିଲା । ଏଥିରେ ଥିବା ୩୦ହଜାର ଲିଟର ତେଲ ଲିକ୍‌ ହେଲେ ଚିଲିକାର ଜୈବ ବିବିଧତା ପ୍ରତି ବିପଦ ଆଶଙ୍କା ଥିବାରୁ ଜାହାଜରୁ ତେଲକୁ ବାହାର କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.