ଆଜିଠାରୁ ମାଆ ସମଲେଶ୍ୱରୀଙ୍କ ଦର୍ଶନରେ ଲାଗିଲା କଟକଣା, ଅପରାହ୍ନ ୫ଟା ପରେ ଭକ୍ତଙ୍କୁ ମନା

ସମ୍ବଲପୁର: ଆଜିଠାରୁ ସମ୍ବଲପୁରର ଅଧିଷ୍ଠାତ୍ରୀ ମାଆ ସମଲେଶ୍ୱରୀଙ୍କ ଦର୍ଶନରେ ଲାଗିଲା କଟକଣା । ଅପରାହ୍ନ ୫ଟା ପରେ ମନ୍ଦିରକୁ ଯାଇ ପାରିବେନି ଭକ୍ତ ।

ରାତ୍ରୀକାଳୀନ କର୍ଫ୍ୟୁ ଯୋଗୁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ମନ୍ଦିରର ପ୍ରବେଶରୁ ପ୍ରସ୍ଥାନ ପର୍ଯ୍ୟନ୍ତ ମାସ୍କ ବାଧ୍ୟତାମୂଳକ କରାଯାଇଛି । ତେବେ କେବଳ କଟକଣା ମଧ୍ୟରେ ପୂଜକ ମାନେ ମାଆଙ୍କ ପୂଜାର୍ଚ୍ଚନା କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.