ମା’ ସମଲେଇ ଓ ପାର୍ଶ୍ୱ ଦେବାଦେବୀଙ୍କୁ ଭୋଗ ଲାଗି ପରେ ନବାନ୍ନ ଖାଇଲେ ସହରବାସୀ
ସମ୍ବଲପୁର: ନୂଆଁଖାଇ ଗଣପର୍ବ କୃଷି ଓ କୃଷକର ଭାବନା ସହ ଜଡିତ ପର୍ଵ । ଚାଷୀ ତାର ପ୍ରଥମ ଅର୍ଣ୍ଣ କୁ ନିଜର ଇଷ୍ଟଦେବୀ ଠାରେ ଲାଗି କରାଇ ବର୍ଷ ଯାକ କେମିତି ଭଲ ଅମଳ ହେବ ଓ ଦେଶ ବାସୀ ଯେପରି ଭୋକରେ ନ ରୁହନ୍ତି ସେନେଇ ମାଁଙ୍କ ଠାରୁ ଆଶିଷ ଭିକ୍ଷା କରେ । ପରମ୍ପରା ଅନୁଯାୟୀ ଆଜି ସମ୍ବଲପୁର…