Below header

ରେଡ୍‌ ଜୋନ୍‌ ଭିତରେ ରାଜ୍ୟର ଏହି ୭ ଜିଲ୍ଲା, ଆସନ୍ତାକାଲି ଆଉ ଦୁଇ ଜିଲ୍ଲା ହୋଇପାରେ ସାମିଲ୍

ଭୁବନେଶ୍ବର: ରାଜ୍ୟର ୭ ଜିଲ୍ଲା ରେଡ୍‌ ଜୋନ୍‌ । ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ଖୋର୍ଦ୍ଧା ଓ କଟକ ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି । ପୁରୀ ଓ ବଲାଙ୍ଗୀର ଜିଲ୍ଲା ମଧ୍ୟ ଆସନ୍ତାକାଲି ରେଡ୍‌ ଜୋନ୍‌କୁ ଯାଇପାରେ ।

ପୁରୀରେ ଏବେ ଆକ୍ଟିଭ୍‌ କେସ୍‌ ୯୮୪ ଓ ବଲାଙ୍ଗିରରେ ଆକ୍ଟିଭ୍‌ କେସ୍‌ ରହିଛି ୯୦୯ । ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଜିଲ୍ଲା ଝାଡଖଣ୍ଡ ଓ ଛତିଶଗଡ଼ ସୀମାକୁ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.