Browsing Tag

red zone in odisha

ରାଜ୍ୟର ୧୨ ଜିଲ୍ଲା କରୋନା ପାଇଁ ରେଡ୍‌ ଜୋନ୍‌ରେ, ଆଜି ଯୋଡି ହେଲା ଯାଜପୁର ଜିଲ୍ଲା

ରାଜ୍ୟର ୧୨ ଜିଲ୍ଲା ରେଡ୍‌ ଜୋନ୍‌। ପୂର୍ବରୁ ୧୧ ଜିଲ୍ଲା ଥିବା ବେଳେ ଆଜି ରେଡ୍‌ ଜୋନ୍‌ ତାଲିକାରେ ଯୋଡି ହୋଇଛି ଯାଜପୁର ଜିଲ୍ଲା। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ଆକ୍‌ଟିଭ୍‌ କେସ୍‌ ରହିଛି ୧ ହଜାର ୭୬। ପୂର୍ବରୁ ରେଡ୍‌ ଜୋନ୍‌ ତାଲିକାରେ ରହିଥିଲା ସୁନ୍ଦରଗଡ଼, ସମ୍ବଲପୁର,…

ରେଡ୍‌ ଜୋନ୍‌ ଭିତରେ ରାଜ୍ୟର ଏହି ୭ ଜିଲ୍ଲା, ଆସନ୍ତାକାଲି ଆଉ ଦୁଇ ଜିଲ୍ଲା ହୋଇପାରେ ସାମିଲ୍

ଭୁବନେଶ୍ବର: ରାଜ୍ୟର ୭ ଜିଲ୍ଲା ରେଡ୍‌ ଜୋନ୍‌ । ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ଖୋର୍ଦ୍ଧା ଓ କଟକ ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି । ପୁରୀ ଓ ବଲାଙ୍ଗୀର ଜିଲ୍ଲା ମଧ୍ୟ ଆସନ୍ତାକାଲି ରେଡ୍‌ ଜୋନ୍‌କୁ ଯାଇପାରେ । ପୁରୀରେ ଏବେ ଆକ୍ଟିଭ୍‌ କେସ୍‌ ୯୮୪ ଓ ବଲାଙ୍ଗିରରେ…

ରେଡ ଜୋନ୍ ତାଲିକାରେ ସାମିଲ ହେଲା ଅନୁଗୁଳ ଜିଲ୍ଲା

ଅନୁଗୁଳ: ଅନୁଗୁଳରେ ପଶିଛି କରୋନା । ନୂଆ ଜିଲ୍ଲା ଭାବେ ଅନୁଗୁଳରେ ୧୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହା ପରେ ଗ୍ରୀନ୍‌ ଜୋନ୍‌ରେ ଥିବା ଅନୁଗୁଳ ରେଡ୍‌ ଜୋନ୍‌ ହୋଇଛି । ଆଜି ଜିଲ୍ଲାପାଳ ମନୋଜ ମହାନ୍ତି ଜିଲ୍ଲାକୁ ରେଡ୍‌ ଜୋନ୍‌ ଘୋଷଣା କରିଛନ୍ତି । ଅନୁଗୁଳରୁ ପଜିଟିଭ୍‌ ଚିହ୍ନଟ ହେବା…

ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଏବଂ ମୟୂରଭଞ୍ଜ ଓ ଜଗତସିଂପୁରକୁ ଅରେଞ୍ଜ ଜୋନ୍‌ ଘୋଷଣା

ଭୁବନେଶ୍ବର : ଜୋନ୍ ଅନୁଯାୟୀ ରଙ୍ଗ ବଦଳାଉଛି ଓଡ଼ିଶା । ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଘୋଷଣା କରାଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ଏହି ନିଷ୍ପତ୍ତି ନିଆଯାଇଛି । ସେହିପରି ମୟୂରଭଞ୍ଜ ଓ ଜଗତସିଂପୁର ହୋଇଛି ଅରେଞ୍ଜ ଜୋନ୍‌ । ଏ ନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଘୋଷଣା କରାଯାଇଛି…

ଦେଶରେ ରେଡ୍‌ ଜୋନ୍‌ରେ ଥିବା ୧୩୦ଟି ଜିଲ୍ଲାର ପ୍ରକାଶ ପାଇଲା ତାଲିକା, ସେଥିରୁ ଓଡ଼ିଶାର ୩ଟି ଜିଲ୍ଲା ସାମିଲ୍

ଭୁବନେଶ୍ବର: ରେଡ୍‌ ଜୋନ୍‌ରେ ଦେଶର ୧୩୦ ଜିଲ୍ଲା। ଦେଶର ମୋଟ ୭୩୩ ଜିଲ୍ଲାକୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ରେଡ୍‌ ଜୋନ୍‌ରେ ଦେଶର ୧୩୦ , ଅରେଞ୍ଜ ଜୋନ୍‌ରେ ୨୮୪ ଓ ଗ୍ରୀନ୍‌ ଜୋନ୍‌ରେ ମୋଟ ୩୧୯ ଜିଲ୍ଲା ରହିଛନ୍ତି। ରେଡ୍‌ ଜୋନ୍‌ରେ ଓଡ଼ିଶାର ୩ଟି ଜିଲ୍ଲା ରହିଛି। ଅରେଞ୍ଜ ଜୋନ୍‌ରେ ୬ ଓ…